ଲାଞ୍ଜିଗଡ଼: ଗ୍ରାମାଞ୍ଚଳର ବିକାଶ ସ୍ୱପ୍ନ ନେଇ ଏବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମଇଦାନରେ ପାଦ ଦେଇଛନ୍ତି ଜଣେ ଯୁବନେତା । ବିଶ୍ଵନାଥପୁର ପଞ୍ଚାୟତରେ ସମିତି ସଭ୍ୟ ପଦବୀ ଆସନ ପାଇଁ ଯୁବନେତା ହିମାନ୍ଦ୍ରୀ ପେସନିଆ ସ୍ଥାନୀୟ ବିଡ଼ିଓଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଏହି ଯୁବନେତାଙ୍କୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି ।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in