ପାତାଳଗଙ୍ଗା ଠାରେ ଅନ୍ନପୂର୍ଣା ଭୋଗ ଭଣ୍ତାର ଖଡ଼ିଆଳ ତରଫରୁ ନାମଯଜ୍ଞ

ବୋଡେନ,୨୮/୭ : ପବିତ୍ର ଶ୍ରାବଣ ମାସରେ ଅର୍ଣ୍ଣପୂର୍ଣ୍ଣା ଭୋଗ ଭଣ୍ଡାର ଖଡିଆଳ ତରଫରୁ ବୋଡ଼େନ ବ୍ଳକ ସ୍ଥିତ ପାତାଳଗଙ୍ଗା ଠାରେ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେଉଛି । ଏଥିରେ  ରାଜକୁମାର ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ବବିତା ଅଗ୍ରୱାଲ କର୍ତ୍ତା ଦାଇତ୍ବ ନିର୍ବାହ କରୁଛନ୍ତି । ଏହି ଯଜ୍ଞ ଆଜି ଦିନ ୧୨.୫ ରୁ ଆରମ୍ଭ ହୋଇ ରାତି ୧୨.୫ ପର୍ଯ୍ୟନ୍ତ ଚାଲିବ । ଏଥିରେ ଚାରୋଟି ସଂକିର୍ତ୍ତ ଦଳ ବିନୋପୁର, ଧରଣୀମାଳ, ବାବେବିର, ମାଣ୍ତିଆରୁଚା ଆସି ନାମଯଜ୍ଞକୁ ସାହାର୍ଯ୍ୟ କରୁଛନ୍ତି ।

Omkar Vasthu
Omkar Vasthu

ଏହି ରାର୍ଯ୍ୟକ୍ରମକୁ ସଭାପତି ନରେଶ ଅଗ୍ରୱାଲ ଓ ରୋଶନ ଅଗ୍ରୱାଲ ପରିଚାଳନା କରୁଛନ୍ତି । ନାମଯଜ୍ଞ କମିଟି ତରଫରୁ ହଜାର ହଜାର ଭକ୍ତ ତଥା ଦର୍ଶକମାନଙ୍କୁ ଅନ୍ନଭୋଗ ପ୍ରଦାନ କରାଯାଇଥିଲା । ଏହି ନାମଯଜ୍ଞ ଆଗାମୀ ୪ ଅଗଷ୍ଟ ୨୦୧୯ ଓ ୧୧ ଅଗଷ୍ଟ ୨୦୧୯ ଏହିପରି ଆଉ ଦୁଇଦିନ ମଧ୍ୟ ଚାଲିବ ବୋଳି ଅଣ୍ଣପୂର୍ଣ୍ଣା ଭୋଗ ଭଣ୍ଡାର ପକ୍ଷରୁ ସୂଚନା ମିଳିଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

 

ବୋଡ଼େନ ବ୍ଳକ ପ୍ରତିନିଧି ହିତେଶ କୁମାର ଅଦାଙ୍କ ରିପୋର୍ଟ odiabarta.in
Click here to get daily News  & Views updates
https://bit.ly/OBgroup3

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.