Skip to content
ରକ୍ତ,ହାଡ,ମାଂସେ
ଗଢା ଅପଘନ,
ବାଞ୍ଛାରେ ଅନୂନ
ଅଦ୍ଭୁତ ଜୀବନ ।
କିଆଁ ଏତେ ଅହଂ
କିମ୍ପା ଆତ୍ମନ୍,
ଶ୍ମଶାନେ ହେବ
ଦିନେ ଦହନ ।
ସେ ଜ୍ଞାନୀ ହଉ
ଅବା ଅଜ୍ଞାନ,
ଧନୀ ହଉ
ଅବା ନିର୍ଧନ
ମଣିଷ ଜୀବନ
ନୁହେଁ ଚିରନ୍ତନ ।
ଚାଲିଯାଏ ସାଥେ
ଗର୍ବ ଭାବନା,
କୁଲା,ଟୋପା ସାଙ୍ଗେ
ଶୁଭେ ରାମ ହରିନାମ ।
ଧର୍ମଗଡ଼,କଳାହାଣ୍ଡି
error: You are not allowed to copy this content. Thank you.