ଭିଜିଲାନ୍ସ ଜାଲରେ କେସିଙ୍ଗା ବନ ବିଭାଗ ରେଞ୍ଜର

ବଲାଙ୍ଗିର ବାସ ଭବନ ସହ ତିନୋଟି ସ୍ଥାନରେ ଏକ କାଳିନ ଚଢାଉ କଲା ଭିଜିଲାନ୍ସ

Omkar Vasthu
Omkar Vasthu

ବଲାଙ୍ଗିର,୧୦/୧୨ : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କେସିଙ୍ଗା ବନ ବିଭାଗ ରେଞ୍ଜର ଦୀନବନ୍ଧୁ ମେହେର ଭିଜିଲାନ୍ସ ଜାଲରେ ଫସିଛନ୍ତି । ବଲାଙ୍ଗିର ତୁଳସୀ ନଗର ସ୍ଥିତ ତାଙ୍କ ପୈତୃକ ବାସଭବନ, କାର୍ଯ୍ୟଳୟ ଓ ସରକାରୀ ବାସଭବନରେ ଏକ କାଳିନ ତିନୋଟି ସ୍ଥାନରେ ସମ୍ବଲପୁର ଭିଜିଲାନ୍ସ ଏସ.ପି.ଙ୍କ ନିର୍ଦେଶ କ୍ରମେ ଆଜି ଭିଜିଲାନ୍ସ ଚଢ଼ଉ ଜାରି ରହିଛି। ତାଙ୍କ ବାସଭବନରେ ଚଢ଼ଉ ସମୟରେ ନଗଦ ୧ଲକ୍ଷ ୪ହଜାର ଟଙ୍କା, ଅନେକ ଜମି କାଗଜପତ୍ର, ବ୍ୟାଙ୍କ ଏକାଉଣ୍ଟ ପାସବୁକ, ବୀମା କାଗଜପତ୍ର, ସୁନା ଅଳଙ୍କାର ଏବଂ ଆହୁରି ଅନେକ ଜରୁରୀ ତଥା ମୂଲ୍ୟବାନ କାଗଜପତ୍ର ଜବତ ହୋଇଛି । ଏହାର ସଠିକ ଆକଳନ ଜଣା ନପଡିଥିବା ବେଳେ ଆଗକୁ ଆହୁରି ଆକଳନ ଜରିଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ ଅଧିକାରୀ ।

Pearl dental clinic
Near Ashish Medical Store, Bhawanipatna
ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in

________________________________________

Udyog Nursery
Udyogi Nursery

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.