ଗୁଣପୁରରେ ମହାଲକ୍ଷ୍ମୀ ପୂଜା

କଳାହାଣ୍ଡି,୨୦/୧୨:
ନର୍ଲା ବ୍ଲକ ଅନ୍ତର୍ଗତ ଗୁଣପୁର ଠାରେ ମହାଲକ୍ଷ୍ମୀ ପୂଜା ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଉଛି । ଗତ କାଲି ରାତିରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ମଞ୍ଚ ଉଦ୍ଘାଟନ କରିଥିଲେ ମ ରାମପୁର ଜିଲ୍ଲାପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର ସିଂ ଦେଓ । ମଞ୍ଚ ପରିଚାଳନା କରିଥିଲେ କ୍ଷିତୀଶ ଚନ୍ଦ୍ର ମାଝୀ । ଏହି ଅବସରରେ ଆୟୋଜିତ ନୃତ୍ୟ ଆସରରେ ଅନେକ ପ୍ରତିଯୋଗି ଭାଗନେଇ ନୃତ୍ୟ ପ୍ରଦର୍ଶନ କରିଥିଲେ । ନୃତ୍ୟ ଆସରର ମଞ୍ଚ ପରିଚାଳନା କରିଥିଲେ ନରୋତ୍ତମ କରୁଆଁ ।

Report by Niranjan Goud, Special Correspondent odiabarta.in

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.