ତହସିଲଦାରଙ୍କ ପ୍ରତିସୃତି ପରେ ହଟିଲା ରାସ୍ତାରୋକ
ବଲାଙ୍ଗିର,୨୦/୧୨:
ବଲାଙ୍ଗିର କଲାହାଣ୍ଡି ୨୬ନଂ ଜାତୀୟ ରାଜପଥର ବରଗାଁ ଠାରେ ଗତକାଲି ବିଘ୍ନ ଭୋଇ ନାମକ ଯୁବଙ୍କୁ ଏକ ଅଜଣା ଗାଡି ଦୁର୍ଘଟଣା ଘଟେଇ ଚାଲି ଜାଇଥିଲା , ସ୍ଥାନିୟ ଲୋକେ ତାଙ୍କୁ ଉଦ୍ଧାର କାରି ଡାକ୍ତର ଖାନାକୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଜି ସକାଲୁ ଶବ ବ୍ୟବଚ୍ଛେଦ ପରେ ସ୍ଥାନୀୟ ଜନ ସାଧାରଣ ଓ ମୃତକଙ୍କ ପରିବାର ବର୍ଗ ରାଜ ରାସ୍ତା ଅବରୋଧ କରିଥିଲେ । ପରେ ସଇଁତଲା ତହସିଲଦାର ଓ ପୋଲିସ ଆସି ରେଡକ୍ରସ ଫଣ୍ଡରୁ ସହାୟତା ପ୍ରଦାନ ସହ ଅନ୍ୟାନ୍ୟ ସହାୟତା ଦେବାର ପ୍ରତିସୃତି ପ୍ରଦାନ କରିବାପରେ ରାସ୍ତାରୋକ ହଟିଥିଲା ।
Report by Debendra Joshi, Correspondent Bolangir odiabarta.in
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube