ଗାଁ ବାଲେକର ହାତେ ଧରାପଡିକରି ହିନିସ୍ତା ହେଲେ ୨ଜନ ହଣାଁ କୁଡୁ

ଧରମଗଡ଼: କଲାହାଁଣି ଜିଲା ଧରମଗଡ ବ୍ଲକ ରାଙ୍କାବାହାଲ ଅଞ୍ଚଳକେ ହଣାଁ (ଗୁପ୍ତଧନ) କୁଡବାକେ ଆସିଥିବା ୨ଜନ ଲୋକ ଗାଁ ବାଲେକର ହାତେ ଧରାପଡିକରି ହିନିସ୍ତା ହେଇଚନ। ଇମାନେ ମୁନୁସ ବଲି ଦେବାକେ ଆସିଥିବା ଗାଁବାଲେ ଡାଉଟ କରୁଚନ। ସେମାନେ ୧୦ ଜନ ଆରୁ ବାହାରୁ ଜନେ ଲୋକ ଆସିଥିବା ଇ ଯୁବକମାନେ କହିଚନ। ଗିରଫ ହିଥିବା ଯୁବକମାନେ କହିଚନ ଯେ, ହଣାଁ ପାଏବାର ଆଶାଥି ଗାଁକେ ଆସିଥିଲେ। ପୁଲିସ କହିଚେ, କୁଡିଥିବା ଗାତରୁ କିଛି ନାଇଁ ମିଲି ବାକି ଛାନଭିନ ଜାରିରହିଚେ।

Omkar Vasthu
Omkar Vasthu

ଧରମଗଡନୁ ଲବଣି ରାଉତକଁର ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.