ଶିକ୍ଷା ବିଭାଗ ପକ୍ଷରୁ ନାରୀ ସଚେତନଧର୍ମୀ କାର୍ଯ୍ୟକ୍ରମ

ଭବାନୀପାଟଣା: ଗଣତନ୍ତ୍ର ଦିବସ ଅବସରରେ ଶିକ୍ଷା ବିଭାଗ ପକ୍ଷରୁ ଏକ ନାରୀ ସଚେତନଧର୍ମୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଅଭିଭାବକ ମାନେ ସକ୍ରିୟ ଅଂଶଗ୍ରହଣ କରିବା ସହ ତାଙ୍କ କାନ୍ଥରେ ‘ମେରୀ ବିଟିୟା ମେରୀ ପହଚାନ୍’ ଲେଖିଥିଲେ।

Omkar Vasthu
Omkar Vasthu


ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମ ଅଧୀନରେ ନୀତି ଆୟୋଗ ଏବଂ ପିରାମଲ ଫାଉଣ୍ଡେସନ ଦ୍ୱାରା ସକ୍ଷମ ବିଟିଆ ଅଭିଆନ୍ ଏକ ମିଳିତ ପଦକ୍ଷେପ। ଏହି କାର୍ଯ୍ୟକ୍ରମରେ ବାଳିକା ସ୍ବେଚ୍ଛାସେବୀମାନେ ଛାତ୍ରୀମାନଙ୍କୁ ସେମାନଙ୍କ ଘର ଭିତ୍ତିକ ଶିକ୍ଷା ପାଇଁ ସହାୟତା କରୁଛନ୍ତି।

Pearl dental clinic
Near Ashish Medical Store, Bhawanipatna


କଳାହାଣ୍ଡିର ୪୦୦ ସ୍ବେଚ୍ଛାସେବୀ ‘ସକ୍ଷମ ବିଟିଆ ଅଭିଆନ୍’ରେ ନିୟୋଜିତ ଅଛନ୍ତି।ଆୟୋଜିତ କାର୍ଯ୍ୟକ୍ରମକୁ ଜିଲ୍ଲା ସଂଯୋଜକ ଉଦିତ କୁମାର ଓ ବରିଷ୍ଠ ସିଆରସିସି ଜୟନ୍ତ ପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ପରିଚାଳନା କରିବା ସହ ଏହାର ସଫଳ ରୂପାୟନ ଦିଗରେ କାମ କରିଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.