ମୋଟେର ଠାରେ ତୃତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ

କୋକସରା,୧୩/୨: କୋକସରା ବ୍ଳକ୍ ମୋଟେର ପଞ୍ଚାୟତ ଠାରେ ଆଜି ଅନ୍ତିମ ପର୍ଯ୍ୟାୟ ପିଠା କାର୍ଯ୍ୟ ସମାପନ ହୋଇଯାଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଓ ପିଠା କାର୍ଯ୍ୟକ୍ରମ ରେ ସମସ୍ତ ହିତାଧିକାରୀ ଙ୍କୁ କିପରି ସରକାରଙ୍କ ଯୋଜନା ପହଞ୍ଚିବ ସେଥିପ୍ରତି କୋକସରା ବ୍ଳକ୍ ଏକାଉଣ୍ଟ ଅଫିସର ଅଶୋକ କୁମାର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲୋକଙ୍କୁ ପୁଙ୍ଖାନୁ ପୁଙ୍ଖ ଭାବରେ ଅବଗତ କରାଇଥିଲେ।

Omkar Vasthu
Omkar Vasthu

ଅନ୍ୟ ମାନଙ୍କ ମଧ୍ୟରେ ପିଏ ଟିକେଶ୍ବର କୁମ୍ଭାର, ମୋଟେର ସରପଞ୍ଚ ଇଂ ସୁଶୀଲ କୁମାର ଶବର, ସମିତିସଭ୍ୟ ଟିକେଶ୍ବର ପୁଝାରୀ ପ୍ରମୁଖ ମଞ୍ଚାସିନ ଥାଇ ଲୋକଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରିଥିଲେ। ଏହି ଅବସରରେ ହିତାଧିକାରୀଙ୍କୁ ଭତ୍ତା ଓ ଏଲଇଡି ବଲ ପ୍ରଦାନ କରାଯାଇଥିଲା, ସାଂସୃତିକ କାର୍ଯ୍ୟକ୍ରମ ଘୁମୁରା ଓ ସମର୍ଥ ଦୃଷ୍ଟିହୀନ ସଂଘ ଘୋଟିଆ ପକ୍ଷରୁ ସଚେତନ ବାର୍ତ୍ତା ସଂଗୀତ ମାଧ୍ୟମରେ ପ୍ରଦାନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

କୋକସରାରୁ ହିରନ୍ୟ ବେହେରାଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.