କଟକ: ସବୁ କଳ୍ପନା ଜଳ୍ପନାର ଅବସାନ ଘଟି ଆସନ୍ତା କାଲି (ଜୁନ୨୫ ଶୁକ୍ରବାର) ପ୍ରକାଶ ପାଇବାକୁ ଯାଉଛି ମାଟ୍ରିକ ରେଜଲ୍ଟ। ଏହି ଦିନ ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ରେଜଲ୍ଟ ବି ପ୍ରକାଶ ପାଇବ। କଟକ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ ମୁଖ୍ୟାଳୟରେ ଅପରାହ୍ନ ୪ଟାରେ ପ୍ରକାଶ ପାଇବ। ସନ୍ଧ୍ୟା ୬ଟା ପରେ ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ।। ୱେବସାଇଟ୍- www.bseodisha.ac.inରେ ରେଜଲ୍ଟ ମିଳିବ।ଇଣ୍ଟରନେଟ୍ ସୁବିଧା ନ ଥିଲେ SMS କରି ରେଜଲ୍ଟ ଜାଣିହେବ। OR01 < Roll N0 > ଲେଖି 5676750କୁ SMS କଲେ ରେଜଲ୍ଟ ପାଇପାରିବେ।