କାଞ୍ଚନ ବେନ ରସିକଲାଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଖବରକାଗଜ ହକରମାନଙ୍କୁ ସାଇକେଲ ବଣ୍ଟନ

ନୂଆପଡା: ରାଜ୍ୟ ସରକାର ଖବରକାଗଜ ବିତରକ ମାନଙ୍କୁ କୋଭିଡ ସମୟରେ ଖବର କାଗଜ ବିରତଣ କରିଥିବାରୁ ବିଶେଷ ଗୁରୁତ୍ୱ ଦେଇ ବିଭିନ୍ନ ସାହାଯ୍ୟ କରିଛନ୍ତି। ତେବେ ନୂଆପଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ରାଜେନ୍ଦ୍ର ଢୋଲକିଆଙ୍କର ମା ଓ ବାପାଙ୍କ ସ୍ମୃତି ରେ ଥିବା ଟ୍ରଷ୍ଟ କାଞ୍ଚନ ବେନ ରସିକଲାଲ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଆଜି ନୂତନ ବର୍ଷ ଉପଲକ୍ଷେ ୪୨ ଜଣ ଖବର କାଗଜ ହକରଙ୍କୁ ରାଜ୍ୟ ସରକାରଙ୍କ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଉପସ୍ଥିତରେ ସାଇକେଲ ବିତରଣ କରାଯାଇଛି।

Omkar Vasthu
Omkar Vasthu


ଏହି ପରିପେକ୍ଷୀରେ ନୂଆପଡା ଜିଲ୍ଲପାଳ ସ୍ଵଧା ଦେବ ସିଂ, ନୂଆପଡା ଜିଲ୍ଲା ପରିଷଦ ଅଧକ୍ଷା ନମିତା ପ୍ରଧାନ, ଉପାଧ୍ୟକ୍ଷ ଭାନୁ ପ୍ରତାପ ସିଂ ମାଝୀ, ଯୁବ ବିଜେଡି ଜିଲ୍ଲା ସଭାପତି ହରିଶ ଚନ୍ଦ୍ର ପଣ୍ଡା, ଜିଲ୍ଲା ପରିଷଦ ଜୋନ ୨ ସଭ୍ୟ ଅବନୀ ରଞ୍ଜନ ଯୋଶୀ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କାର୍ତ୍ତିକ ଦୀପ, ସମ୍ପାଦକ ସୁଧୀର ମିଶ୍ର, ହେମନ୍ତ କର, ବିଜେଡି ଉପ ସଭାପତି କ୍ଷିତୀଶ ବୋଧଙ୍କର, ସଞ୍ଜୟ ପ୍ରଧାନ, ଯୁବ ନେତା ରାଧେଶ୍ୟାମ ବାଗ, ଜୟ ଢୋଲକିଆ, ନଗର ସଭାପତି ମହେଶ ନିଆଲ,ପ୍ରମୁଖ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.