ଶାବର ଶ୍ରୀକ୍ଷେତ୍ରର ବରିଷ୍ଠ ସେବକ ଗଦାଧର ମହାରଣାଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଶାବର ଶ୍ରୀକ୍ଷେତ୍ରର ବରିଷ୍ଠ ସେବକ ଗଦାଧର ମହାରଣା ଆଉ  ନାହାଁନ୍ତି । ସେ ଆଜି ଏସ.ଏଲ.ଏନ୍ ମେଡିକାଲ୍ କୋରାପୁଟରେ ଶରୀର ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ସେ ୬୦ ବର୍ଷ ଅତିକ୍ରାନ୍ତ ହୋଇଥିଲା ଏବଂ ଗତ ଅନେକ ମାସ ଧରି ସେ ଡାୟଲିସିସ୍ ଅଧୀନରେ ରହିଥିଲେ । ଶ୍ରୀ ମହାରଣା ମନ୍ଦିରରେ ତାଙ୍କର ବହୁ ଆନ୍ତରିକ ସେବା ତଥା ବହୁ ବର୍ଷ ଧରି ମନ୍ଦିରର ପରିଚାଳନା ପାଇଁ ଜଣାଶୁଣା ଥିଲେ । ସେ ଜଣେ ସ୍ନେହୀ ଏବଂ ମନ୍ଦିର ପାଇଁ ସମର୍ପିତ ବ୍ୟକ୍ତିତ୍ବ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.