ସାଧୁ ଗୌଡେଶ୍ବର ଯୁବକ ସଂଘର ୪୮ତମ ଗଣେଶ ପୂଜା ପାଳନ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ଡସଇଁତଲା ବ୍ଲକ ଅନ୍ତର୍ଗତ ଧରପଗଡ଼ ଗ୍ରାମପଞ୍ଚାୟତର ଜାମଖୁଣ୍ଟା ସ୍ଥିତ ସାଧୁ ଗୌଡେଶ୍ୱର ଯୁବକ ସଂଘ ଆନୁକୂଲ୍ୟରେ ୪୮ତମ ଗଣେଶ ପୂଜା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଏଥିରେ ସଂଘର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ପୂଜକ ଯୋଗେନ୍ଦ୍ର ମିଶ୍ର ପୂଜା କାର୍ଯ୍ୟ ସଂପାଦନ କରିଥିବାବେଳେ କର୍ତ୍ତା ଭାବାରେ ଗୋକୁଳାନନ୍ଦ ବଗର୍ତ୍ତୀ ଦାଇତ୍ୱ ନିର୍ବାହ କରିଥିଲେ। ଶନିବାର ସନ୍ଧ୍ୟାରେ ଗାଁର କୁନି କୁନି କଳାକାରମାନଙ୍କୁ ନେଇ ନୃତ୍ୟ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସଂଘର ସଭାପତି ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.