ବଲାଙ୍ଗିର ଠାରେ ହାଇକୋର୍ଟ ପୁନଃସ୍ଥାପନକୁ ସମର୍ଥନ ଜଣାଇଲା ବଲାଙ୍ଗିର ଜିଲ୍ଲା ଯାଦବ ମହାସଭା

ବଲାଙ୍ଗିର,୮/୧୨:

Omkar Vasthu
Omkar Vasthu

ବଲାଙ୍ଗିର ଠାରେ ହାଇକୋର୍ଟ ପୁନଃ ସ୍ଥାପନ ଦାବି ପାଇଁ ମିଳିତ କ୍ରିୟାଅନୁଷ୍ଠାନ କମିଟି ଦ୍ବାରା ଚାଲିଥିବା ଧାରଣା କୁ ବଲାଙ୍ଗିର ଜିଲ୍ଲା ଯାଦବ ମହାସଭା ସମର୍ଥନ କରିଛି । ବଲାଙ୍ଗିର ପୌରାଞ୍ଚଳ ଯାଦବ ମହାସଭାର ଆୟୋଜନରେ ଜିଲ୍ଲା ଯାଦବ ମହାସଭା ସଭାପତି ପରମାନନ୍ଦ ହାତୀ, ଜିଲ୍ଲା ସଂଯୋଜକ ମନୋଜ କୁମାର ହାତୀ, ସମ୍ପାଦକ ଜିଲ୍ଲା ଯାଦବ ମହାସଭା ପ୍ରଦୀପ କୁମାର ସେଲମା,

Pearl dental clinic
Near Ashish Medical Store, Bhawanipatna

ଜିଲ୍ଲା ଯୁବ ଯାଦବ ସଭାପତି ଦିଲିପ ରଜପଲିଆ ଯାଦବ, ସାଧାରଣ ସମ୍ପାଦକ ଉତ୍କଳ ଛାତ୍ର ଯାଦବ ମହାସଭା ଦିନେଶ କୁମାର ନାଗ, ଆଇନଜୀବୀ ଗୌର ରାଜପାଲିଆ, ସୁରେନ୍ଦ୍ରନାଥ ପୋଡ଼, ଫିରୋଜ କୁମାର ବଗର୍ତ୍ତି, ରାଧେଶ୍ୟାମ କେତକୀ, ବୋଙ୍ଗୋମୁଣ୍ଡା ବ୍ଲକ୍ ଯାଦବ ସମିତି ସଭାପତି, ତୁରେକେଲା ବ୍ଲକ ଯାଦବ ସମିତି ସଭାପତି,

Udyog Nursery
Udyogi Nursery

ବେଲପଡ଼ା ବ୍ଲକ୍ ଯାଦବ ସମିତି ସଭାପତି, ବଲାଙ୍ଗିର ଯୁବ ଯାଦବ ର ସନ୍ଦୀପ ବାଗ, ଜୟଦେବ ଜାଲ, ପ୍ରଶାନ୍ତ ମହାକୁର, ବିଘ୍ନେଶ୍ୱର କାଲସାଏ ପ୍ରମୁଖ ନେତୃବୃନ୍ଦଙ୍କ ସହ ଶତାଧିକ ଯାଦବ ଯୋଗ ଦେଇ ସମର୍ଥନ ଜଣାଇଛନ୍ତି ।

ବଲାଙ୍ଗିରରୁ ଦେବେନ୍ଦ୍ର ଯୋଶୀଙ୍କ ରିପୋର୍ଟ ଓଡିଆ ବାର୍ତ୍ତା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.