ହରିହରପୁର ଠାରେ ଯାଦବ ସମାଜ ସଭା

ଲାଞ୍ଜିଗଡ,୨୨/୧୨:

Omkar Vasthu
Omkar Vasthu

ଚମ୍ପାଦେଇପୁର ଆଞ୍ଚଳିକ ଯାଦବ ସମାଜର ଏକ ସଭା ହରିହରପୁର ଠାରେ ଅନୁଷ୍ଠିତ ହେଇଯାଇଛି। ଏହି ସଭାରେ ନାରୀ ଶିକ୍ଷା, ସମାଜ କୁସଂସ୍କାର ଠାରୁ ଦୁରେଇବା,ଶିକ୍ଷା ର ଉନ୍ନତି କରି ସମାଜରୁ ଅନ୍ଧ ବିଶ୍ବାସ ଦୁରେଇବା,କଳା ସସ୍କୃତି ଓ ପରମ୍ପରା ବଜାଇ ରଖିବା ଆଦି ଊପରେ ଆଲୋଚନା କରି ନାରୀ ମାନଙ୍କୁ ନେଇ ଏକ ସମିତି ଗଠନ କରାଯାଇଛି।

Pearl dental clinic
Near Ashish Medical Store, Bhawanipatna

ଏହି ସଭାରେ ଲାଞିଗଡ଼ ବ୍ଳକ ଯାଦବ ସମାଜ ସଭାପତି ରଘୁବୀର ନାଗ, ଉପସଭାପତି ଶୋଭାବନ ଛତର, ସମ୍ପାଦକ ଧବଳେଶ୍ବର ଠେଲା, ସହ ସମ୍ପାଦକ କୁଶ ପୋଢ଼, କୋଷାଧ୍ୟକ୍ଷ ଲଖ୍ମୀଧର ଚଣ୍ଡୀ , ଯୁବ ଯାଦବ ବ୍ଳକ ସଭାପତି ଡିଲେସ କୁମାର ନାଗ

Udyog Nursery
Udyogi Nursery

ସହ ସମ୍ପାଦକ ବଳରାମ ଗହିର ଓ ଚମ୍ପାଦେଇପୁର ଆଞ୍ଚଳିକ ଯାଦବ ସମାଜର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଉପସଭାପତି ଶୋଭାବନ ଛତର ଧନ୍ୟବାଦ ଅର୍ପଣ କରିଥିଲେ।

Report by Gopaldas Mahanand, Correspondent Lanjigarh odiabarta.in

For latest news & views update

Click on bell button and subscribe to notifications.

Like us on facebook 

http://facebook.com/odiabarta

Subscribe us on youtube 

http://youtube.com/channel/UCdoWrXFOsGOd7dzWwMFwFrQ

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.