ଉଦଘାଟିତ ହେଲା ରେଙ୍ଗାଲପାଲି ଧାନ ମଣ୍ଡି

ଜୟପାଟଣା: ବଡ଼ ପୁଝାରୀ ଗୁଡା ସେବା ସମବାୟ ସମିତି ଅଧିନସ୍ଥ ରେଙ୍ଗାଲପାଲି ଠାରେ ଧାନ ମଣ୍ଡି ଉଦଘାଟିତ ହୋଇଛି। ଏହାସହ ରେଙ୍ଗାଲପାଲି ମଣ୍ଡିରେ ଚଳିତ ଖରିଫ ଋତୁର ଧାନ କିଣା ଆରମ୍ଭ ହୋଇଛି। ଏନେଇ ଆୟୋଜିତ ଉତ୍ସବରେ ବରିଷ୍ଠ ଚାଷୀ ପ୍ରତିନିଧି ସତ୍ୟବାନ ଦାସ ମଣ୍ଡିର ଶୁଭ ଉଦଘାଟନ କରିଥିଲେ। ଏଥିରେ ସମିତିର ସମ୍ପାଦକ ଯଶୋବନ୍ତ ନାଗ, ସମିତି କାର୍ଯ୍ୟକର୍ତ୍ତା, ସ୍ଥାନୀୟ ଚାଷୀ ଏବଂ ମିଲର୍ସମାନେ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲା ଜୟପାଟଣା ପ୍ରତିନିଧି ଧନେଶ୍ଵର ପୁଞ୍ଜିଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.