ଟୋପା ଟୋପା
ଗୀତ ର ଶଦ୍ଦ ରେ
ହୋଲି ର ଝୁଲଣା ॥
ଏତେ ସବୁ
ସ୍ୱପ୍ନ ଆଉ ସ୍ମୃତି ର
ଭିଡ଼ ରେ
ସଜଡ଼ା ଫଗୁ ର
ପଟୁଆର ॥
ମହା ଉଚ୍ଛବ ରେ
ହସୁ ଥାଏ ହୃଦୟ ॥
ହୋଲି ବୋଇଲେ
ମନ ସାରା
ରଙ୍ଗ ହିଁ
ରଙ୍ଗ ॥

ଟୋପା ଟୋପା
ଗୀତ ର ଶଦ୍ଦ ରେ
ହୋଲି ର ଝୁଲଣା ॥
ଏତେ ସବୁ
ସ୍ୱପ୍ନ ଆଉ ସ୍ମୃତି ର
ଭିଡ଼ ରେ
ସଜଡ଼ା ଫଗୁ ର
ପଟୁଆର ॥
ମହା ଉଚ୍ଛବ ରେ
ହସୁ ଥାଏ ହୃଦୟ ॥
ହୋଲି ବୋଇଲେ
ମନ ସାରା
ରଙ୍ଗ ହିଁ
ରଙ୍ଗ ॥


