ଶ୍ରୀଜଗନ୍ନାଥ କଳା ସଂସ୍କୃତି ସଂକୀର୍ତ୍ତନ ସେବା ବିକାଶ ପରିଷଦର କଳାକାର ସମାବେଶ

କଳାହାଣ୍ଡି : ଶ୍ରୀଜଗନ୍ନାଥ କଳା ସଂସ୍କୃତି ସଂକୀର୍ତ୍ତନ ସେବା ବିକାଶ ପରିଷଦ  କଳାହାଣ୍ଡି ଶାଖା ପକ୍ଷରୁ ସଂକୀର୍ତ୍ତନ କଳାକାର ସମାବେଶ ରିଷିଡା ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ସୁଶାନ୍ତ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସମାବୋଶରେ ମହିଳା ସଂକୀର୍ତ୍ତନ ଜିଲ୍ଲା ସଭାନେତ୍ରୀ ରିତାଞ୍ଜଳି ଦାସ, ମ. ରାମପୁର ସଭାପତି ମାଧବ ମାଝୀ, କାର୍ଲମୁଣ୍ଡା ସଭାପତି ହୃଦାନନ୍ଦ ମଲ୍ଲିକ, ନର୍ଲା ସମ୍ପାଦକ ହେମନ୍ତ ଭୋଇ, ବିଶ୍ଵାମିତ୍ର ଭୋଇ, ଦେବରାଜ ସାହୁ ପ୍ରମୁଖ ଯୋଗ ଦେଇ ସଂକୀର୍ତ୍ତନର ପ୍ରଚାର ପ୍ରସାର ପାଇଁ ସମସ୍ତେ ଆଗଭର ହେବାକୁ ଆହ୍ୱାନ ଦେଇଥିଲେ।

Omkar Vasthu
Omkar Vasthu

ଏଇ ଅବସରରେ ୩୦ ଜଣ କଳାକାରଙ୍କୁ ଭତ୍ତା ପ୍ରଦାନ କରାଯିବା ସହ ଦୁର୍ବଶା ଭୋଇ, ମହନ ନାଏକ, ବସନ୍ତ ବଡ଼ମାଲି ଆଦି ବିଶିଷ୍ଟ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Pearl dental clinic
Near Ashish Medical Store, Bhawanipatna

ସ୍ବତନ୍ତ୍ର ପ୍ରତିନିଧି ନରୋତ୍ତମ ସେଲମାଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.