ୟୁଜିବି ଗ୍ରାହକ ସେବା କେନ୍ଦ୍ର ଉଦଘାଟିତ

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ମେନରୋଡ଼ଠାରେ ୟୁଜିବି ଗ୍ରାହକ ସେବକେନ୍ଦ୍ର ଉଦଘାଟିତ ହେଇଯାଇଛି । ସିଡ଼ିପିଓ କୁସୁମ ପ୍ରହରାଜ ଏହି ସେବାକେନ୍ଦ୍ରକୁ ଉଦଘାଟନ କରିଥିବାବେଳେ ଜୀବିକା ମିଶନ ସଂଯୋକକ ଦିପ୍ତୀ ରଂଜନ ନାୟକ, ଏପିଓ ମୋନାଲିସା ସାମଲ ପ୍ରମୁଖ ଉପସ୍ଥିତ ରହି ଏହି କେନ୍ଦ୍ର ଉଦଘାଟନ କରିଥିବାବେଳେ ଏହା ଗ୍ରାହକଙ୍କୁ ଅନେକ ସେବା ଯୋଗାଇ ଦେବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.