+୨ ବିଜ୍ଞାନ ବିଶ୍ବାସ ମହାବିଦ୍ୟାଳୟରେ ପ୍ରବେଶିକା ପରିକ୍ଷା ପ୍ରସ୍ତୁତିର ଶୁଭାରମ୍ଭ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର: ଆଜି ସକାଳ ୧୧ ଟା ସମୟରେ +୨ ବିଜ୍ଞାନ ବିଶ୍ବାସ ମହାବିଦ୍ୟାଳୟ ତରଫରୁ ପ୍ରବେଶିକା ପରିକ୍ଷା ପ୍ରସ୍ତୁତି (JEE,NEET)ର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି।  କଲେଜର ପ୍ରିନ୍ସିପାଲ୍ ରାମକୃଷ୍ଣ ଦାସଙ୍କ ଅଧକ୍ଷତାରେ ଏନେଇ ବିଶ୍ବାସ କଲେଜ ପ୍ରାଙ୍ଗଣରେ ଆୟୋଜିତ କାର୍ଯ୍ୟକ୍ରମରେ ଡଃ ପ୍ରଜ୍ଞାନ ରଞ୍ଜନ ଘଡେଇ ଓ ସମ୍ପାଦିକା ନନ୍ଦିନୀ ଘଡେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ପ୍ରବେଶିକା ପରିକ୍ଷାର ଉପକାରିତା ଉପରେ ଗୁରୁତ୍ବାରୋପ କରିଥିଲେ। ଶେଷରେ ଡକ୍ଟର ବି.ଏଲ୍.ଏସ୍ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.