ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକର କେ ଏନ ପୁର ପଞ୍ଚାୟତରେ ସରପଞ୍ଚ ରାଜ ଲକ୍ଷ୍ମୀ ବେହେରା, ସମିତି ସଭ୍ୟା ଶାରଳା ବେହେରାଙ୍କ ସହ ପିଇଓ ଜୟନ୍ତୀ ଶବରଙ୍କ ଉପସ୍ଥିତିରେ ୨୧୦ ଜଣଙ୍କ ମଧ୍ୟରୁ ୧୪ ଜଣ ବ୍ୟକ୍ତି ମରି ଯାଇଥିବାରୁ ୧୯୬ ଜଣ ବ୍ୟକ୍ତିଙ୍କୁ ଭତା ପ୍ରଦାନ କରାଗଲା | ଅନ୍ୟ ମାନଙ୍କ ମଧ୍ୟରେ ନାଏବ ସରପଞ୍ଚ ଝଡିଆ ବେହେରା ଓ ଏନ ରାମଚନ୍ଦ୍ର ରେଡିଙ୍କ ସହଯୋଗରେ ଭତା ବଣ୍ଟନ କାର୍ଯ୍ୟକ୍ରମ ହୋଇ ଥିଲା |