ଧରପଗଡ଼ରେ ଚଣ୍ଡୀ ଓ ମାଞ୍ଜି ମଝେନ ମନ୍ଦିରର ରତ୍ନମୁଦ ଉତ୍ସବ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁତଲା ବ୍ଲକ ଧରପଗଡ଼ ଦଶମତି କଟା ସ୍ଥିତ ମା’ ଚଣ୍ଡୀ ମନ୍ଦିର ଓ ମାଞ୍ଜି ମଝେନ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଦାମୋଦର ଯୋଶୀ ପୂଜକ ଦାୟିତ୍ୱ ତୁଲାଇଥିଲେ | ମନ୍ଦିର ତୁଲେଇ ଥିବା କାରିଗର ଚଉବନ ଭୋଇ ତାଙ୍କ ସାଥି ମଧ୍ୟ୍ୟ ଉପସ୍ଥିତ ଥିଲେ କର୍ତ୍ତା ଭାବରେ ଗାଁ ଝାଙ୍କର ଗୋବିନ୍ଦ ଝାଙ୍କର, ତାଙ୍କ ଧର୍ମପତ୍ନୀ ଭାଗ୍ୟବତୀ ଝାଙ୍କର ଓ ଝାଙ୍କର ପରିବାରର ସମସ୍ତ ସଦସ୍ୟ ଯୋଗଦାନ କରିଥିଲେ | ଭାନୁମତି ଝାଙ୍କର, ଡ଼ିକି କୁଅଁର ଓ ତାଙ୍କ ପତ୍ନୀ ପୁଷ୍ପାଞ୍ଜଳୀ କୁଅଁର, ସରପଞ୍ଚ ପୁଷ୍ପାଞ୍ଜଳୀ ପଣ୍ଡା, ସତ୍ୟନାରାୟଣ ପଣ୍ଡା, ରାଜକୁମାର ସେଲମା, ଆଦିତ୍ୟ ଭୋଇ ସମେତ ଗ୍ରାମବାସୀ ସମସ୍ତେ ସାମିଲ ହୋଇଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.