ପ୍ରାଞ୍ଜଳ ହେଲେ ଓଏଭିଏସ ଜିଲ୍ଲା ଟପ୍ପର

ଓଡ଼ିଆ ବାର୍ତ୍ତା/ କଣ୍ଟାମାଲ: ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଅଇଲାଚୁଆ ଓଏଭିଏସର ଦଶମ ଶ୍ରେଣୀର ଛାତ୍ର ପ୍ରାଞ୍ଜଳ ବସ୍ତିଆ ମୋଟ ୫୦୦ମାର୍କରୁ ୪୮୬ ନମ୍ବର ଅର୍ଥାତ ୯୭.୨ ଶତକଡା ରଖି ଜିଲ୍ଲାର ତିନୋଟି ଆଦର୍ଶ ବିଦ୍ୟାଳୟରେ ଟପ୍ପର ହୋଇଛନ୍ତି । ପ୍ରାଞ୍ଜଳ ଖଟଖଟିଆ ଗ୍ରାମର ପ୍ରତିମା ବସ୍ତିଆ ଓ ପ୍ରକାଶ ବସ୍ତିଆଙ୍କ ଏକ ମାତ୍ର ପୁଅ ଅଟନ୍ତି । ସେ ଏ ସଫଳତା ପାଇଁ ବାପା /ମା ପରିବାରର ସମସ୍ତଙ୍କୁ ଓ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ଦେଇଛନ୍ତି । ସେ ଭବିଷ୍ୟତରେ ଜଣେ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଛନ୍ତି । ସେ ଆହୁରି କହିଛନ୍ତି ଯେ ଲକ୍ଷ୍ୟ ରଖି କଠୋର ପରିଶ୍ରମ କଲେ ସଫଳତା ନିଶ୍ଚୟ ମିଳିବ ବୋଲି କହିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.