ସଇଁତଲା ଅଞ୍ଚଳରେ ଅଦିନିଆ ବର୍ଷା, ଉଜାଡି ଦେଲା ଖରାଦିନିଆ ଚାଷ

ଓଡିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): କିଛି ଦିନ ହେବ ଗ୍ରୀଷ୍ମ ପ୍ରବାହରୁ ସଇଁତଳା ଅଞ୍ଚଳ ହସ୍ତସନ୍ତ ହେଉଥିବା ବେଳେ ଶନିବାର ଅପରାହ୍ନରେ ପ୍ରଚୁର ବର୍ଷା ହୋଇଥିବାରୁ ବଢୁଥିବା ତାପମାତ୍ରାରୁ ଲୋକେ ନିସ୍ତାର ପାଇଛନ୍ତି। ଏହା ସହ ସଇଁତଳା ଅଞ୍ଚଳ ଳର ବିଶେଷ କରିକି ତେଲ ନଦି କୂଳ ଓ ଲାନ୍ଥ ନଦି କୂଳରେ କିଛି ଚାଷୀ ଖରାଦିନିଆ ଚାଷ କରନ୍ତି। ତେବେ ଖରାଦିନିଆ ଚାଷ ଉପରେ ଏହାର ପ୍ରଭାବ ପଡିଛି। ଚାଷୀଙ୍କୁ କ୍ଷୟକ୍ଷତି ସହିବାକୁ ପଡିଥିବା ବେଳେ ଏହାର କ୍ଷତି ପୂରଣ ପାଇଁ ଚାଷୀ ମହଲରେ ଦାବି ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.