ଜୟପାଟଣା ବ୍ଲକ ବିଜେଡିର ନୂତନ ସଭାନେତ୍ରୀ ମୋହିନୀ ନାୟକଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ବିଜେଡିର ନୂତନ ସଭାନେତ୍ରୀ ଭାବେ ମୋହିନୀ ନାୟକ ନିଯୁକ୍ତ ହୋଇଥିବାରୁ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଶ୍ରୀମତୀ ନାୟକ ଜୟପାଟଣା ବ୍ଲକ ସାଂଗଠନିକ ସ୍ତରରେ ମହିଳା ମାନଙ୍କୁ ଏକଜୁଟ୍ କରିବା ଏବଂ ଦଳୀୟ କାର୍ଯ୍ୟଧାରାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଗୁରୁ ଦାୟିତ୍ବ ଦିଆଯାଇଥିବାରୁ  ବିଜେଡି କର୍ମୀ ଏବଂ ଶୁଭେଚ୍ଛୁ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ସାଂଗଠନିକ ଦକ୍ଷତା ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ତାଙ୍କର ଅବଦାନକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.