ପାଟଣାଗଡ ନିର୍ବାଚନ ମଣ୍ଡଳୀର ଘଘରା ଠାରେ ବିଶାଳ ଯାଦବ ସମ୍ମିଳନୀ

ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ବିଶାଳ ଯାଦବ ସମ୍ମିଳନୀ : ମୂଖ୍ୟ ଅତିଥି ଭାବେ ଯୋଗଦେଲେ ବରିଷ୍ଠ ବିଜେପି ନେତା ତଥା ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦ ଅଧ୍ୟକ୍ଷ୍ୟ ବଳରାମ ସିଂ ଯାଦବ

ବଲାଙ୍ଗୀର,୧ୃ୦/୧୨:

Omkar Vasthu
Omkar Vasthu

ବଲାଙ୍ଗୀର ଲୋକସଭା କ୍ଷେତ୍ର ଅନ୍ତର୍ଗତ ପାଟଣାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ଲୋଇସିଂହା ପଞ୍ଚାୟତ ଘଘରା ଠାରେ ଯାଦବ ସମ୍ମିଳନୀରେ ଆୟୋଜିତ ହୋଇଯାଇଛି । ଏଥିରେ ପ୍ରାୟ ପାଞ୍ଚ ହଜାର ଲୋକ ଏକତ୍ରିତ ହୋଇଥିଲେ । ଯାଦବ ସମାଜକୁ ରାଜନୈତିକ ସ୍ଥରରେ ମଜଭୂତ କରିବାପାଇଁ ଏହି ସମ୍ମିଳନୀର ଆୟୋଜନ କରାଯାଇଥିଲା । ୨୦୧୯ ନିର୍ବାଚନ ପାଇଁ ଯାଦବ ମାନଙ୍କ ଏହା ଏକ ଶକ୍ତି ପ୍ରଦର୍ଶନ ବୋଲି କୁହାଯାଇ ପାରେ । ଏଥିରେ ମୂଖ୍ୟ ଅତିଥି ଭାବେ ବିଜେପିର ବରିଷ୍ଠ ନେତା ତଥା ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦର ଅଧ୍ୟକ୍ଷ୍ୟ ବଳରାମ ସିଂ ଯାଦବ (ବଲ୍ଲୁ ଭାଇ) ଯୋଗଦେଇ ଯାଦବ ମାନଙ୍କୁ ଏକତାର ବାର୍ତା ଦେବାସହ ସେମାନଙ୍କ ରାଜନୈତିକ ପ୍ରଗତୀ ବିଷୟରେ ଉଦବୋଧନ ଦେଇଥିଲେ ।

Pearl dental clinic
Near Ashish Medical Store, Bhawanipatna

  बलांगीर लोकसभा , पटनागढ़ विधानसभा के लोहासिगा पंचायत के घघरा में आयोजित यादव समेलन में करीब 5000 लोग शामिल हुए , जिस में आने वाले चुनाव में यादव समाज को राजनीतिक रूप से मजबूत करने के दिशा में सम्मेलन आयोजित किया गया।, जिस में मुख्यअतिथि के रूप में BJP  के वरिष्ठ नेता और पश्चिमी उड़ीसा  यादव विकास परिषद के चेयरमैन बलराम सिंह यादव (बल्लू भैया) अये थे

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.