ଇଂରାଜୀ ନବବର୍ଷର ନୂତନ କବିତା: ସର୍ବ ମଙ୍ଗଳମୟ

ଜ୍ୟୋତିର୍ମୟସ୍ଵରୁପାୟ ତୁମେ
ଜଗଦୀଶ୍ଵରାୟ,
ସଚ୍ଚିଦାନନ୍ଦରୂପାୟ ସର୍ବ
ଜଗନ୍ନାଥମୟ।
ନମୋନମଃ ବାସୁଦେବାୟ
ଦେବକୀନନ୍ଦନାୟ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସର୍ବବ୍ୟାପ୍ତ ତୁମେ ଜଗତକରତା
ପ୍ରଭୁ ଭକ୍ତବତ୍ସଳାୟ,
ଓମ୍ ନମୋ ଭଗବତେ ବାସୁଦେବାୟ
ନମୋନମଃ ଗୋବିନ୍ଦାୟ।

Udyog Nursery
Udyogi Nursery

ଆଦିମୂଳ ତୁମେ ଓମ୍ କାରାୟ ପ୍ରଭୁ
ଗୋପିଜନ ବଲ୍ଲଭାୟ,
ସର୍ବ ମଙ୍ଗଳମୟ ଜଗନ୍ନାଥ ତୁମେ
ନମୋନମଃ ଦଶରଥ ତନୟ।

✒️ପ୍ରଣତି ମହାପାତ୍ର
ବାଲେଶ୍ଵର

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.