Big Breaking: ବିଦ୍ୟୁତ ଖୁଣ୍ଟ ଉପରେ ଲଟକି ରହିଛି ଯୁବକଙ୍କ ମୃତ ଦେହ

କୋକସରା, (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା କୁଟୁରୁ ଫାଣ୍ଡି ତଥା କଲମପୁର ବ୍ଲକ ଅନ୍ତର୍ଗତ ଭଇଁରି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସୂଚନା ଅନୁସାରେ ସେହି ଗ୍ରାମର ଗଜରାଜ ନାଏକ (୩୫)ଙ୍କ ମୃତ ଦେହ ବିଦ୍ୟୁତ ଖୁଣ୍ଟରେ ଲଟକି ଥିବାର ଦେଖିବାକୁ ମିଳିଛି। ଏନେଇ ସ୍ଥାନୀୟ ଲୋକେ ଓ ପରିବାର ପକ୍ଷରୁ ସ୍ଥାନୀୟ ପୋଲିସକୁ ଅବଗତ କରେଇଛନ୍ତି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ଶବ ଉଦ୍ଧାର ହୋଇନାହିଁ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.