ସିଂହପୁର ଯୁବକଳା ପରିଷଦ ତରଫରୁ ଗଜଲକ୍ଷ୍ମୀ ପୂଜା

କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ବ୍ଲକ ସିଂହପୁର ଗ୍ରାମର ଯୁବକଳା ପରିଷଦ ତରଫରୁ ଗଜଲକ୍ଷ୍ମୀ ପୂଜା ପାଳିତ ହେଉଛି। ଏହି ଅବସରରେ ‘କୀଚକ ବଧ’ ନାଟକ ଭାଲୁପିଆ ଗ୍ରାମର ଯୁବକମାନେ ପରିବେଷଣ କରିଥିଲେ। ଜିଲ୍ଲାପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର ସିଂଦେଓ, ସମାଜସେବୀ ନବୀନ ପଧାନ, ମୋହନଗିରି ସରପଞ୍ଚ ବଳଭଦ୍ର ପାତ୍ର, ସିଂହପୁର ସରପଞ୍ଚ ବିଦ୍ୟାଧର ପାତ୍ର ପୂଜାରେ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଗ୍ରାମବାସୀଙ୍କ ପୂର୍ଣ୍ଣ ସହଯୋଗରେ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଥିଲା। ପୂଜା କମିଟିର ଉପଦେଷ୍ଟା ଭାବେ ଶାନ୍ତନୁ ପାଧନ, କେଦାର ପଧାନ, ସୁଧୀର ପଧାନ, ସୁଦାମ ପଧାନ, ରଘୁନାଥ ପଧାନ, ଋତୁରାଜ ପଧାନ, କେଶବ ସା, ବିଭିନ୍ନ ମାର୍ଗଦର୍ଶନ କରୁଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.