ଶିଶୁ ପ୍ରତିଭା: ସୌଭାଗ୍ୟ ରାଉତ

କଟକ ସଦର,(ଶ୍ରୀକାନ୍ତ ବେଉରା): କଟକ ସଦର କିଶନନଗର ଥାନା ସୋଗଲ ଗ୍ରାମର ବିଶିଷ୍ଟ ସମାଜସେବୀ ଇଂ. ବସନ୍ତ କୁମାର ରାଉତଙ୍କ ସୁପୁତ୍ର ଶିଶୁ ଚିତ୍ରଶିଳ୍ପୀ ସୌଭାଗ୍ୟ ରାଉତ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିବା ସହ ଚିତ୍ରକଳା ଦିଗରେ ଖୁବ୍ ପାରଦର୍ଶିତା ଲାଭ କରିଛନ୍ତି। ଅଗ୍ରଣୀ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦ ପକ୍ଷରୁ ଏହି ଶିଶୁ ପ୍ରତିଭାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.