ନିଜ ଘରେ ଆତ୍ମହତ୍ୟା କଲେ ଯୁବକ : କାରଣ ଅସ୍ପଷ୍ଟ

କୋକସରା,୧/୪ : ଆଜି ଅପରାହ୍ନରେ ଧର୍ମଗଡ଼ ବ୍ଲକ  ଅନ୍ତର୍ଗତ ତରାପୁର ଗ୍ରାମ ରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି । ସୂଚନା ମତେ ତରାପୁର ଗ୍ରାମର ଲକ୍ଷ୍ମୀକାନ୍ତ ଚଲାନ (୨୩) ପି -ତୁଳସୀ ରାମ ଚଲାନ ନିଜ ଘରେ ବେକରେ କପଡା ଲଗେଇ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣା ସ୍ଥଳରେ କୋକସରା ଥାନାଧିକାରୀ ପହଂଚି କେସ୍ ନଂ 14/19 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ।

Report by : Hiranya Behera, Correspondent Koksara odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.