ଓଡିଶା ଚିତ୍ରାଳୟ ମାଲିକ ସଂଘର ଶାରଦୀୟ ଅଧିବେଶନ

ଓଡ଼ିଆ ବାର୍ତ୍ତା/ ବ୍ରହ୍ମପୁର: ଓଡିଶା ଚିତ୍ରାଳୟ ମାଲିକ ସଂଘର ଶାରଦୀୟ ଅଧିବେଶନ ସ୍ଥାନୀୟ ଉତ୍କଳ ଆଶ୍ରମ ଠାରେ ସଭାପତି ଦିଲିପ କୁମାର ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଲଗାଣ ବର୍ଷା ଯୋଗୁଁ ଦଶହରାରେ ଚିତ୍ରାଳୟ ବ୍ୟବସାୟ ଧୋଇ ହୋଇଯାଇଥିବା ଯୋଗୁଁ ସଂପାଦକ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ କ୍ଷୋଭ ପ୍ରକାଶ କରିଥିଲେ । ଏହି ଅଧିବେଶନରେ ଅଧିକାଂଶ ସଭ୍ୟ ଉପସ୍ଥିତ ଥିଲେ । ଶେଷରେ ଉପ ସଭାପତି ଧ୍ରୁବ କୁମାର ପ୍ରଧାନ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.