ଚର୍ଚ୍ଚାରେ ଦବଙ୍ଗ ଗର୍ଲ ସୋନାକ୍ଷୀ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି। ବିଶେଷକରି ଏବେ ନିଜର ଷ୍ଟାଇଲ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ । ଫିଲ୍ମ ‘ଡବଲ ଏକ୍ସଲ’କୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମଟି ଏହି ନଭେମ୍ବର ୪ରେ ରିଲିଜ ହୋଇଛି । ନିକଟରେ ସୋନାକ୍ଷୀ ଏକ ପ୍ରିଣ୍ଟେଡ ଲେହେଙ୍ଗା ପିନ୍ଧା ଫଟୋ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଫଟୋ ଶେୟାର କରିଛନ୍ତି । ଯାହାକୁ ତାଙ୍କ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରିଛନ୍ତି । ପ୍ରିଣ୍ଟେଡ ଲେହେଙ୍ଗାକୁ ମ୍ୟାଚ୍‌ କରି ଏକ ଓଢ଼ଣୀ ମଧ୍ୟ ପକାଇଛନ୍ତି । ଏଥିରେ ତାଙ୍କର ଭିନ୍ନ ଭିନ୍ନ ଲୁକ୍‌ ପ୍ରଶଂସକଙ୍କୁ ଘାଇଲା କରିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.