ନାଟକ ପାର୍ଟି ଗାଡି ଦୂର୍ଘଟଣାଗ୍ରସ୍ତ : ୧୦ ଆହତ 

ଧର୍ମଗଡ/ଗୋଳାମୁଣ୍ଡା,୧୭/ ୪ : କଳାହାଣ୍ଡି ଜିଲ୍ଲା ଗୋଳମୁଣ୍ଡା ବ୍ଲକ ଅନ୍ତର୍ଗତ ଆମଗୁଡା ଭାଟି ଛକ ଠାରେ ଆଜି ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ପିକଅପ୍ ଭ୍ୟାନ୍ ଓ ବାଇକ୍ ଧକ୍କା ହେବା ଫଳରେ ପିକଅପ୍ ଭ୍ୟାନ୍ ଓଳଟି ପଡିଥିଲା ଓ ଏଥିରେ ୧୦ ଜଣ ଲୋକ ଆହତ ହୋଇଛନ୍ତି ।

Omkar Vasthu
Omkar Vasthu

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ବଡଦୋହେଲ ଗ୍ରାମର ୨୩ ଜଣିଆ ନାଟକ ପାର୍ଟି ମଙ୍ଗଳବାର ନାଟକ ପରିବେଷଣ କରି ଆଜି ଜୟପାଟଣା ବଜାରପଡାରୁ ପିକଅପ୍ ଭ୍ୟାନ ଯୋଗେ ନିଜ ଗାଁକୁ ଫେରୁଥିଲେ । ଆମଗୁଡା ଭାଟି ଛକ ପାଖରେ ହଟାତ୍ ଏକ ଅଜଣା ବାଇକ୍ ଏହି ଭ୍ୟାନକୁ ଧକ୍କା ଦେଇଥିଲା । ଫଳରେ ପିକ୍ଅପ୍ ରେ ଥିବା ୧୦ ଜଣ ବ୍ୟକ୍ତି ଆହତ ହୋଉଯଇଛନ୍ତି । ଘଟଣାସ୍ଥଳରେ ଦଶପୁର ପୋଲିସ ପହଞ୍ଚି ଗାଡି ଦୁଇଟିକୁ ଜବତ କରି ଥାନାକୁ ଆଣିଛନ୍ତି ।

Pearl dental clinic
Near Ashish Medical Store, Bhawanipatna
ଧର୍ମଗଡ଼ ପ୍ରତିନିଧି ଲବଣି ରାଉତ ଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.