ଧୀରେ ଧୀରେ ଶାନ୍ତ ହେଉଛି ତୁର୍କୀ ଓ ସିରିଆ । ଭଗ୍ନସ୍ତୁପ ତଳୁ ନିରବୀ ଗଲାଣି ଆକୁଳ ଚିତ୍କାର । ଭୟଙ୍କର ଭୂକମ୍ପରେ ୧୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି । ୮୦ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହୁରି ଅନେକ ସ୍ତୁପ ତଳେ ଚାପି ହୋଇ ରହିଛନ୍ତି । କିଏ ଜାଣେ ମୃତ୍ୟୁ ସଂଖ୍ୟା କେତେ ଛୁଇଁବ ! ହେଲେ ଏସବୁ ଭିତରେ ମୃତ୍ୟୁକୁ ମାତ ଦେଇଥିବା ଏଇ ଶିଶୁମାନଙ୍କୁ ଦେଖନ୍ତୁ । କଅଁଳ ଦେହ, ନିରୀହ ମନ । ତଥାପି ଏମାନେ ମୃତ୍ୟୁକୁ ମାତ ଦେଇ ଭଙ୍ଗା ଲୁହା ଛଡ ଆଉ ସିମେଣ୍ଟ ଗଦା ତଳୁ ଜୀବନ ନେଇ ଫେରିଛନ୍ତି । ଏ ବରବାଦି ଭିତରେ ଏହା ନିଶ୍ଚୟ ଏକ ଆଶ୍ୱାସନା । ମୃତ୍ୟୁ ସହ ସଂଘର୍ଷ ଭିତରେ ଯେ ମଣିଷ ଜିତିପାରେ ଏହା ତାହାର ଏକ ଜ୍ୱଳନ୍ତ ଉଦାହରଣ।
ଭୂକମ୍ପକୁ ଆଜି ୪ ଦିନ ହୋଇଗଲା । ଯୁଆଡେ ଚାହିଁବ ସିଆଡେ ଖାଲି ଗଦା ଗଦା ଭଙ୍ଗା କୋଠାର ସ୍ତୁପ । ଏହି ସ୍ତୁପ ମଧ୍ୟରୁ ଚାଲିଛି ଉଦ୍ଧାର କାର୍ଯ୍ୟ । ବଞ୍ଚିବାର ସମ୍ଭାବନା କ୍ଷୀଣ ଥିଲେ ବି ଉଦ୍ଧାର କାର୍ଯ୍ୟ ଥମିନି । ଏହି ଗଦାଗଦା ସ୍ତୁପ ଭିତରୁ କେମିତି ଜୀବନକୁ ସାଉଁଟି ଆଣୁଛନ୍ତି ଉଦ୍ଧାରକାରୀ ଦଳ ତାହାର ଛାତିଥରା ଦୃଶ୍ୟ ସବୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଘୁରି ବୁଲୁଛି ।
ଦେଖନ୍ତୁ ଏମିତି କିଛି ଦୃଶ୍ୟ-
His smile is priceless, so adorable and so charismatic. I love his charming smile #TurkeySyriaEarthquake pic.twitter.com/MEFi9mtQjw
— Superman (@XxFoxTamer) February 8, 2023
After 70 hours, rescue team pull a child alive in Syria, thank God it can only be a miracle.#TurkeySyriaEarthquake pic.twitter.com/0A2ey6Lxe8
— Mufti Hilal Ahmad (@MuftiHilalAHMA2) February 9, 2023
A baby and his mother were rescued from the rubble after spending 55 hours in Turkey’s Gaziantep. #TurkeyQuake#Turkiye #Turkiye#Turkey #TurkeySyriaEarthquake #TurkeyQuake #earthquakes #Syria #زلزال #زلزال_سوريا_تركيا #TurkeySyriaEarthquake pic.twitter.com/Kt5NFteETZ
— Ali Cheema (@ali_cheema10) February 8, 2023
ซีเรีย : หลังเกิดแผ่นดินไหวรุนแรงหญิงท้องแก่คนนึงก็ได้คลอดทารกใต้ซากปรักหักพังของอาคาร ชาวบ้านได้ยินเสียงเด็กร้องเลยเข้าไปดูพบทารกเพศหญิงส่งเสียงร้อง โดยที่สะดือยังติดกับรกส่วนแม่เสียชีวิตไปแล้ว น่าเศร้าที่น้องเป็นคนเดียวในครอบครัวที่รอดชีวิต…#TurkeySyriaEarthquake pic.twitter.com/axlPKIAnGE
— เรื่องสยองขวัญกับคดีฆาตกรรม (@Kadeesayong) February 7, 2023
The miraculous moment when an Israeli rescue team pulls a child from the rubble. #TurkeyEarthquakepic.twitter.com/CsxC5XXg53
— Aviva Klompas (@AvivaKlompas) February 8, 2023
they are safe #Turkey #syriaearthquake #Syrie #TurkeySyriaEarthquake #Turkey pic.twitter.com/fV6BtpBL2T
— ░Y░u░n░e░s░h░ (@yunesh_k) February 8, 2023
Pulling a one year old child alive after 53 hours under rubble in Turkey.#WeStandwithShabazGill#INDvsAUS#TurkeySyriaEarthquake#StayStrongJaveriaBhabhi#deprem pic.twitter.com/ZpGRoGLeiz
— Ehtisham_Ejaz (@Hitmayn51) February 9, 2023