ଭାଷାକୁ ଅପମାନ କାହିଁକି : ସନ୍ତୋଷ ପଣ୍ଡା

ପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କେନ୍ଦ୍ରାପଡ଼ାର ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ମହାଶୟ!

Omkar Vasthu
Omkar Vasthu

ଯେକୌଣସି ଦୃଷ୍ଟିକୋଣରୁ ହେଉ, ଆପଣ ଆମ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଏକ ନିମନ୍ତ୍ରଣ ଦେଇଛନ୍ତି, ସ୍ବାଗତଯୋଗ୍ୟ।

Pearl dental clinic
Near Ashish Medical Store, Bhawanipatna

ତେବେ ଆପଣ ଆମ ଶାସ୍ତ୍ରୀୟ ଓଡ଼ିଆ ଭାଷାକୁ ପାଥେୟ କରି ପ୍ରଥମେ ଜଣେ ଅଭିନେତା, ଆଉ ପରେ ସମ୍ମାନଜନକ ରାଜ୍ୟସଭାର ସାଂସଦ ମଧ୍ୟ ରହିଛନ୍ତି। ତେଣୁ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଆମ ଭାଷାରେ ନିମନ୍ତ୍ରଣ/ପତ୍ର ଦେବାବେଳେ କେତେ ଯତ୍ନବାନ ଆଉ ସତର୍କ ହେବାକଥା, ତାହା ଆପଣ ବେଶ୍ ଜାଣିଥିବେ ନିଶ୍ଚୟ!

Udyog Nursery
Udyogi Nursery

ଯଦି ଜାଣିନାହାନ୍ତି, ତେବେ ଆପଣ କେତେଦୂର ଠିକ୍?

ଯଦି ଜାଣିକି ଭୁଲ୍ କରନ୍ତି, ତେବେ ତାହା କଣ କୁହାଯିବ??

ଅନୁରୋଧ, ପ୍ରଥମେ ଆମ ଶାସ୍ତ୍ରୀୟ ଭାଷାର ଅପମାନ କି ଅପବ୍ୟବହାର ନହେବା ପ୍ରତି ଧ୍ୟାନ ଦିଅନ୍ତୁ।

ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.