ଠିକାଦାରଙ୍କୁ ଘରୁ ଡାକିନେଇ ହତ୍ୟା କଲେ ମାଓବାଦୀ

ଫୁଲବାଣୀ,୨୮/୪ : ଲାଲ ବାହିନୀର ଟାର୍ଗେଟରେ ପୁଣି ଜଣେ ଠିକାଦାର । ଆଜି ଭୋର୍ ସକାଳୁ ଜଣେ  ଠିକାଦାରଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି। ନିହତ ଠିକାଦାରଙ୍କ ନାମ କୈଳାସ ଦିଗାଲ୍‌। ସେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଧୀନ ମିଙ୍ଗୁନିପଦରର ବାସିନ୍ଦା । ମାଓବାଦୀମାନେ ତାଙ୍କୁ ଘରୁ ଡାକି ନେଇ ହତ୍ୟା କରିଛନ୍ତି ବୋଲି ଜଣାପଡ଼ିଛି।

Omkar Vasthu
Omkar Vasthu
ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.