ଜୁହାର ପରିବାରର ପୁଷପୁନି ଭେଟ୍

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବିଶାଖାପାଟଣାର କଳାମେଘ ଅଡିଟୋରିୟମ ହଲ୍ ରେ ଜୁହାର ପରିବାର ପକ୍ଷରୁ ପୁଷପୁନି ଭେଟ ଆୟୋଜିତ ହୋଇଯାଇଛି l ଉପଦେଷ୍ଟା ଚିତ୍ତରଞ୍ଜନ ପଣ୍ଡା, ସଭାପତି ମନୋଜ ବେହେରା ଓ ସମ୍ପାଦକ ନିର୍ମଳ ନାୟକ ଯୋଗଦାନ କରିଥିବାବେଳେ ସୁଶାନ୍ତ ପତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ଜଳଖିଆ ରେ ଆରିସା ପିଠା ଏବଂ ମଧ୍ୟାହ୍ନ ଭୋଜନ ରେ ଆମିଷ ଓ ନିରାମିଷ ଖାଦ୍ୟର ବ୍ୟବସ୍ଥା ହୋଇଥିଲା l ଏହି କାର୍ଯ୍ୟକ୍ରମରେ ୧୦୦ ରୁ ଉର୍ଦ୍ଧ ପରିବାର ଯୋଗ ଦେଇ ସମ୍ବଲପୁରୀ ଗୀତ ଓ ନାଚର ମଜା ନେଇଥିଲେ l ପ୍ରେମାନନ୍ଦ ଦାସ, ମନୋଜ ରଣା, ସୁଶିଲ ତାଣ୍ଡି, ପ୍ରକାଶ ସାହୁ, ସନ୍ତ ସାହୁ, ଶଙ୍କର ନାୟକ, ବିନୟ ବିର୍ଗତିଆ, ମହେନ୍ଦ୍ର ମିର୍ଦ୍ଧା, ଆଦିତ୍ୟ ମହାପାତ୍ର, ଅର୍ଜୁନ ସାହୁ ଓ କିଶୋର ସାଙ୍କ ସହିତ ସମସ୍ତେ କାର୍ଯକ୍ରମ ସମ୍ପାଦନରେ ସହଯୋଗ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.