ଭାରସାମ୍ୟ ହରାଇ ଦୂର୍ଘଟଣାର ସମ୍ମୁଖିନ ହେଲେ ବାଇକ ଚାଳକ, ଡାକ୍ତର ଖାନାକୁ ପହଞ୍ଚାଇଲେ ଅଗ୍ନିଶମ କର୍ମଚାରୀ

ବୋଡେନ,୨୮/୮ : ନୂଆପଡା ଜିଲ୍ଲା ବୋଡେନ ଠାରୁ  ୨କିମି ଦୂରରେ ଥିବା ଯୁଜଘାଟି ଠାରେ ଏକ ସଡକ ଦୂର୍ଘଟଣା ହୋଇଛି । ଜଣେ ବାଇକ ଆରୋହୀ ଭାରସାମ୍ୟ ହରାଇ ନିଜେ ପଡିଯାଇ ଆହତ ହୋଇଛନ୍ତି । ଆହତ ଯୁବକ ଜଣକ ଧମନାପଡା ଗାଁର ହୃଷିକେଶ ମାଝି ବୋଲି ଜଣାପଡ଼ିଛି । ତାଙ୍କୁ ଅଗ୍ନିଶମ କର୍ମଚାରୀ ଭକ୍ତବତ୍ସଳ ଅଦାବର, ଗୁଣ ଝାଙ୍କର, ରୋହିତାକ୍ଷ୍ୟ ମାଝି, ଭଗବାନ ଭୁଇଁଆଁ ଉଦ୍ଧାର କରି  ବୋଡେନ ଗୋଷ୍ଠି ସ୍ୱାସ୍ଥକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହୃଷିକେଶଙ୍କ ଡାହାଣ ହାତ ଭାଙ୍ଗି ଯାଇଥିବା ବେଲେ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରି ନୁଆପଡା ଡାକ୍ତର ଖାନାକୁ ପଠାଇ ଦେଇଛନ୍ତି ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna
ବୋଡେନ ବ୍ଳକ ପ୍ରତିନିଧି ହିତେଶ କୁମାର ଅଦାଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.