ସମାଜସେବୀ ଅନିରୁଦ୍ଧ ରାଉଳଙ୍କ ପରଲୋକ 

ଓଡ଼ିଆ ବାର୍ତ୍ତା/ କଟକ: କଟକ ସଦର ପରମହଂସ ପଞ୍ଚାୟତ ଉପକଣ୍ଠ ସଫିପୁର ନିବାସୀ ତଥା ପରମହଂସ ପଞ୍ଚାୟତ ପୂର୍ବତନ ସରପଞ୍ଚ, ସମାଜସେବୀ, କଳାର ପୂଜାରୀ ଅନିରୁଦ୍ଧ ରାଉଳ(୫୯)ଙ୍କ ବିୟୋଗରେ ସାମାଜିକ ସଂଗଠନ ଓଡ଼ିଶା ରାଷ୍ଟ୍ର ବାଦୀ ସଂଘର ସଭାପତି ଯୁବ ସମାଜସେବୀ ତଥା ଗବେଷକ ଇଂ. ଗିରିଜା ଶଙ୍କର ପତି, ଭାରତୀୟ କିସାନ ସଂଘର ରାଜ୍ୟ ସମ୍ପାଦକ ବିଶିଷ୍ଟ ପରିବେଶବିତ୍ ଦେବୀପ୍ରସାଦ ପତି, ବିଜେପି କଟକ ନଗର ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ନିର୍ମଳ ଦାସ, ଜିଲ୍ଲା ସଂଯୋଜକ ସତ୍ୟନାରାୟଣ ମହାନ୍ତି, ବରିଷ୍ଟ ସାମ୍ବାଦିକ ଅନିଲ ଦାସ, ବିଶିଷ୍ଟ କବି ପ୍ରତାପ ବେହେରା, ନାଟ୍ୟକାର ଅଶୋକ ପଟ୍ଟନାୟକ, ଯୁବ ନେତା ରଞ୍ଜିତ୍ ମଲିକ୍, ପୂର୍ବତନ ମଣ୍ଡଳ ସଭାପତି ପୀୟୁଷ ପରିଡ଼ା, ପୂର୍ବତନ ଜିଲ୍ଲା ଉପ ସଭାପତି ଗୋକୁଳ ଚନ୍ଦ୍ର ପ୍ରଧାନ, ସମାଜସେବୀ ଯୁବରାଜ ପଣ୍ଡା, ପୂର୍ବତ୍ତନ ସୈନିକ ବିଶ୍ବରଂଜନ ଜେନା, ପଣ୍ଡିତ ତ୍ରିଲୋଚନ ପତି, ବିଶିଷ୍ଟ ଚାଷୀ ତ୍ରିଲୋଚନ ପତି, ବୈଜ୍ଞାନିକ  ଲଲାଟ କିଶୋର ଚୌଧୁରୀ, ଗୋସେବକ ସଚ୍ଚିକାନ୍ତ ବେଉରା, ପଣ୍ଡିତ ତାପସ କୁମାର ମହାପାତ୍ର, କଳପଡ଼ା ପଞ୍ଚାୟତ ପ୍ରମୁଖ ଅନିଲ କୁମାର ମହାପାତ୍ର, ସମାଜସେବୀ ସଞ୍ଜୟ ସାହୁ, ସାମ୍ବାଦିକ ନିରଞ୍ଜନ ଆଚାର୍ଯ୍ୟ, ଚାଷୀ ନେତା ରବୀନ୍ଦ୍ର ପାତ୍ର, ସାମ୍ବାଦିକ ସଞ୍ଜିତ ଦାସ, ଚିନ୍ମୟ ମହାପାତ୍ର, ଯୁବ ନେତା ସୁରେଶ ସାହୁ, ପ୍ରହଲାଦ ସାହୁ, ସୁନୀଲ ସାହୁ, ଅମୀୟ ରଞ୍ଜନ ଦାସ, ସୁଭାଶିଷ ପଣ୍ଡା, ଅଲେଖ ରାଉତଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.