ବେଲଖଣ୍ଡିରେ ଗଣେଷ ପୂଜା

କେସିଙ୍ଗା,୨/୯ : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ଅନେକ ସ୍ଥାନରେ ଶ୍ରୀ ଗଣେଶଙ୍କ ପୂଜା ଆୟୋଜିତ ହୋଇଥିବା ବେଳେ ବେଲଖଣ୍ଡି ଅଞ୍ଚଳର ସ୍କୁଲ, କଲେଜ, ଅନୁଷ୍ଠାନ, ପ୍ରତିଷ୍ଠାନ, ଗାଁ, ପଡା ଆଦିରେ ଅଗ୍ରପୂଜ୍ୟ ଗଣପତିଙ୍କ ପୂଜାନୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ବେଲଖଣ୍ଡି ବେଦାନ୍ତ ଫାଉଣ୍ଡେସନ କମ୍ପୁଟର ସେଣ୍ଟର ଠାରେ ଅନୁଷ୍ଠାନର ମୁଖ୍ୟ, ସହଯୋଗୀ ତଥା ଛାତ୍ର, ଛାତ୍ରୀ ମାନଙ୍କଦ୍ବାରା ଗଣେଶ ପୂଜା କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna
କେସିଙ୍ଗା ପ୍ରତିନିଧି ଦୂର୍ଯ୍ୟୋଧନ ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.