ବୋଡେନ ବିଦ୍ୟୁତ ବିଭାଗ ସବ ଷ୍ଟେସନ ଠାରେ ବିଶ୍ବକର୍ମା ପୂଜା

ବୋଡେନ,୧୮/୯ : ଦେବ ଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା ପାଇଁ ଉତ୍ସବ ମୁଖର ହୋଇ ପଡିଛି ବୋଡେନ ବ୍ଲକ । ବିଭିନ୍ନ ଅନୁଷ୍ଠାନରେ ପୂଜା ପାଉଛନ୍ତି ସ୍ବର୍ଗ ଶିଳ୍ପୀ । ସେହି କ୍ରମରେ ନୂଆପଡା ଜିଲ୍ଲା ବୋଡେନ ବିଦ୍ୟୁତ ବିଭାଗ ସବଷ୍ଟେସନ ଠାରେ ଭଗବାନ ବିଶ୍ୱକର୍ମାଙ୍କ ପୂଜା ଚାଲିଛି । ଏଥିରେ କର୍ତ୍ତା ଭାବେ ନବିନ ନିଆଲ ଓ ତାଙ୍କ ଧର୍ମପତ୍ନୀ ସରୋଜିନି ଗୁରୁ ଦାଇତ୍ବ ବହନ କରିଛନ୍ତି । ସେକସନ ଅଫିସର  ଆଦିତ୍ୟ ପ୍ରସାଦ ବେହେରାଙ୍କ, ବିଭାଗିୟ କର୍ମଚାରୀ ତାପଶ ଦାସ, ରଘୁରାଜ ମାଝି, ଜ୍ଞାନେନ୍ଦ୍ର ମହନ୍ତ, ଯୁକ୍ତ ତାଣ୍ଡି ,ମୁରଲି ତାଣ୍ଡି, ଫକିର ନାଏକ, କୋକିଲ ଜଗତ, ଶ୍ୟାମ ପାଣ୍ଡେ, ଲାବନ୍ୟନିଧି ପାଣିଗ୍ରାହି, ଲୋକନାଥ କଟା, ରୁକଚନ ବିଶି, କୈଲାସ ନାଗ, ଦେବରାଜ ଶବର ପ୍ରମୂଖ ଉପସ୍ଥିତ ରହି ପୂଜା କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂପାଦନ କରୁଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna
ବୋଡେନ ବ୍ଳକ ପ୍ରତିନିଧି ହିତେଶ କୁମାର ଅଦାଙ୍କ ରିପୋର୍ଟ odiabarta.in

Like us on Facebook👇

Udyog Nursery
Udyogi Nursery
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.