ସଇଁତଲା ଏମସିସି ଏକାଡେମିରେ ବିକାଶ ଦିବସ ପାଳିତ

ସଇଁତଲା,୧୮/୯ : ବଲାଙ୍ଗିର ଜିଲ୍ଲା ସଇଁତଲା ଏମସିସି ଏକାଡେମି ଠାରେ ବିକାଶ ଦିବସ ପାଳିତ ହୋଇଯାଇଛି ।  ୟୁଗୋ ଜ୍ୟୋତି ଯୁବକ ସଂଘ ଲାଚୁଟ ନେତୃତ୍ବରେ ଆୟୋଜିତ ଉକ୍ତ ସମାରୋହରେ ଅଞ୍ଚଳର ଜଣାସୁଣା ରାଜନେତା ତଥା ସମାଜସେବୀ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ଠାକୁର ମୂଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଶ୍ରୀଯୁକ୍ତ କ୍ଷେତ୍ରପତି ଜାଲ ମୂଖ୍ୟ ବକ୍ତା ଭାବେ ଯୋଗଦେଇ ସମାଜ ରେ କିପରି ବିକାଶ କାର୍ଯ୍ୟ କରି ଏକ ସୁନ୍ଦର ଭାରତ ଗଠନ କରାଯିବା ସହିତ କିପରି ନିଜ ଅଞ୍ଚଳର ବିକାଶ ହେବ ସେ ଉପରେ ଆଲୋକପାତ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଉକ୍ତ କାର୍ଯ୍ୟକ୍ରମରେ ସୁଶାନ୍ତ ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ସୋମ୍ୟରଞ୍ଜନ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଲିଙ୍ଗରାଜ ଭୋଇ, ବନ୍ଦିତା ବିଶ୍ଵାଳ, ଅବିନାଶ ସାହୁ, ହିତେଶ ବେହେରା ଓ ପ୍ରଫୁଲ୍ଲ ସାହୁ ପ୍ରମୂଖ ସହଯୋଗ କରିଥିଲେ ।

Udyog Nursery
Udyogi Nursery

ସଇଁତଲା ପ୍ରତିନିଧି ଗୋକୁଳାନନ୍ଦ ବଗର୍ତ୍ତୀଙ୍କ ରିପୋର୍ଟ odiabarta.in

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.