ବୋଡେନ ଥାନା ପକ୍ଷରୁ ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରା

ବୋଡେନ,୨୧/୯ : ନୂଆପଡି ଜିଲ୍ଲା ବୋଡେନ ଥାନା ପକ୍ଷରୁ ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୋଲିସ ଓ ବୋଡେନ ସରକାରୀ ଉଚ୍ଚ ବିଦ୍ୟାଳୟ (ଏସଏସଡି)ର ଶିକ୍ଷାର୍ଥୀ ମାନେ ମିଳିତ ଭାବେ ସଡକ ସୁରକ୍ଷା ସଚେତନ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିରେ ବିଜୁ ପଟ୍ଟନାୟକ ଜୁନିୟର କଲେଜ, ବିଜୁ ପଟ୍ଟନାୟକ ଡିଗ୍ରି କଲେଜର ଛାତ୍ର ଛାତ୍ରି, ଅଧ୍ୟାପକ ଓ ପାଖ ଅଞ୍ଚଳର ମାନ୍ୟ ବ୍ୟକ୍ତି ମଧ୍ୟ ସାମିଲ ହୋଇ ସାଧାରଣ ଜନତା ସମସ୍ତେଙ୍କୁ ସଚେତନ କରାଇଥିଲେ ।

Udyog Nursery
Udyogi Nursery

ବୋଡେନ ବ୍ଳକ ପ୍ରତିନିଧି ହିତେଶ କୁମାର ଅଦାଙ୍କ ରିପୋର୍ଟ odiabarta.in

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.