ଜଳ ଯୋଗାଣ ପ୍ରକଳ୍ପର ଅଚଳାବସ୍ଥାକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ

ଜୁନାଗଡ: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ସନ୍ୟାସୀ କୁଣ୍ଡମାଳ ଗାଁର ତଳପଡ଼ା ଠାରେ ଥିବା ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଅଚଳ ହେଇ ପଡିଛି। ମାସ ମାସ ଧରି ପ୍ରକଳ୍ପ ଅଚଳ ହେଇ ପଡିଥିବାରୁ ପିଇବା ପାଣି ପାଇଁ ଲୋକଙ୍କୁ ଅନେକ ସମସ୍ୟାର ସମୁଖୀନ ହେବାକୁ ପଡୁଛି। ବିଭାଗକୁ ଜଣାଇଳେ ନାଁକୁ ମାତ୍ର ମରାମତି କରିବା ଦ୍ୱାରା ଅବସ୍ଥା ଯେମିତି କି ସେମିତି ରହିଛି।

ପଡ଼ାର ଏକମାତ୍ର ନଳକୂପ ଉପରେ ଲୋକେ ନିର୍ଭର କରି ହେଇରାଣ ହେଉଛନ୍ତି ଜଳ ଯୋଗାଣ ପ୍ରକଳ୍ପକୁ ସମ୍ପୂର୍ଣ କାର୍ଯ୍ୟକ୍ଷମ କରି ଜଳ କଷ୍ଟ ସମସ୍ୟାର ଆଶୁ ସମାଧାନ ପାଇଁ ଗ୍ରାମବାସୀ ଦାବୀ କରୁଛନ୍ତି।

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.