କଳାହାଣ୍ଡି,୧୩/୨: ନର୍ଲାରୋଡ଼ ସ୍ଥିତ ରାଜା ପରିଡ଼ାଙ୍କ କଂସା ବାସନ ଦୋକାନ ସତ୍ୟସାଇ ଷ୍ଟିଲ କିଛି ସମୟ ପୂର୍ବରୁ ପୋଡ଼ି ଭସ୍ମୀଭୂତ ହୋଇଯାଇଛି।
ଏଥିରେ ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିବା ଖବର ମିଳିଛି।