ଭଲପାଏ ବୋଲି ତମକୁ ମୁଁ ପ୍ରିୟା
ନିଜକୁ ଯାଇଛି ଭୁଲି
ଗହନ ରାତିର ବେସୁରା ନିଦରେ
ମରୁଛି ତମକୁ ଭାଳି।
ଏତେ ଚାହେଁ ବୋଲି ତମକୁ ମୁଁ ପ୍ରିୟା
ସପନେ ଯାଇଛି ହଜି
ଅବୁଝା ଆଖିର ଅସରା ଲୁହରେ
ଖୋଜୁଛି ତମକୁ ଭିଜି।
ଖୁଣ୍ଟିଆ, ପର୍ଲା, କଳାହାଣ୍ଡି

Omkar Vasthu
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Near Ashish Medical Store, Bhawanipatna
Subscribe us on Youtube👇
http://tiny.cc/odiabarta
Udyogi Nursery