ଛନଛଡା ସରସ୍ୱତୀ ଶିଶୁ ମନ୍ଦିରରେ ମାତୃ ପିତୃ ପୂଜନ ଦିବସ 

ସଇଁତଲା,୧୪/୨: ଆଜି ସାରା ବିଶ୍ୱ ଭାଣ୍ଟାଇନ ଡେ ବା ପ୍ରେମ ଦିବସରେ ମଜ୍ଜିଥିବା ବେଳେ ସଇଁତଳା ବ୍ଲକ ଅଧିନସ୍ଥ କରମତଳା ପଞ୍ଚାୟତ ଛନଛଡା ଗ୍ରାମର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଛାତ୍ରଛାତ୍ରୀ ମାନେ ମାତୃ ପିତୃ ପୂଜନ ଦିବସ ପାଳନ କରିଛନ୍ତି । ଏହି ଅବସରରେ ଅନୁଷ୍ଛାନର  ସଭାପତି  ଗୋକୁଳ ପ୍ରସାଦ ଅଗ୍ରୱାଲ, ସମ୍ପାଦକ ପ୍ରମୋଦ ବୁଡ଼େକ୍ ଓ ବିକ୍ରମ ସିଂ ବୁଡେକ ଏବଂ ପ୍ରଧାନ ଆଚାର୍ଯ୍ୟ ପୁରୁଷୋତ୍ତମ ପଣ୍ଡା ଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ଓ ଗୁରୁ ମା ଗୁରୁଜୀ ଏବଂ ଅଭିଭାବକ ମାନଙ୍କ ଉପସ୍ଥିତିରେ ଛାତ୍ର ଛାତ୍ରୀ ମାନେ ତାଙ୍କର ମାତା ପିତାଙ୍କୁ ପୂଜନ କରି ଆଜିର ଏହି ଦିବସକୁ ସଫଲ୍ୟମଣ୍ଡିତ କରିଥିଲେ।

ସଇଁତଲାରୁ ଗୋକୁଲା ନନ୍ଦ ବଗର୍ତ୍ତୀ ଙ୍କ ରେପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.