୨୦୧୮ବ୍ୟାଚ କନିଷ୍ଠ ଶିକ୍ଷକ ସଂଘର ଜିଲ୍ଲା ସ୍ତରୀୟ ବୈଠକ ଓ ନୂତନ କାର୍ଯ୍ୟକର୍ତ୍ତା ଚୟନ

● ଅଭିଷେକ ପଣ୍ଡା ସଭାପତି, ଦେବଦତ୍ତ ମିଶ୍ର ସାଧାରଣ ସମ୍ପାଦକ

କଳାହାଣ୍ଡି,(ନରୋତ୍ତମ ସେଲମା): ଭବାନୀପାଟଣା ସ୍ଥିତ ଶିକ୍ଷକ ଭବନ ଠାରେ ୨୦୧୮ ବ୍ୟାଚ କନିଷ୍ଠ ଶିକ୍ଷକ ମାନଙ୍କ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଅବସରରେ କନିଷ୍ଠ ଶିକ୍ଷକ ସଂଘର ଜିଲ୍ଲା ସ୍ତରୀୟ କର୍ମ କର୍ତ୍ତା ଚୟନ କରା ଯାଇଥିଲା। ସଂଘର ନୂତନ ସଭାପତି ଭାବେ ଅଭିଷେକ ପଣ୍ଡା, ଉପ ସଭାପତି ମୋହନ କୁମାର ନାଏକ, ରବିନ ଲାଲ କାଣ୍ଡ, ଶୁଭେନ୍ଦୁ ପ୍ରସାଦ ମହାପାତ୍ର, ଅଜୟ କୁମାର ପଲାଇ, ସାଧାରଣ ସମ୍ପାଦକ ଦେବଦତ୍ତ ମିଶ୍ର, ସମ୍ପାଦକ ଚନ୍ଦନ ସାହୁ, ସହ ସମ୍ପାଦକ ଅମିତ କୁମାର ସେଠୀ, ଆଶୁତୋଷ ନନ୍ଦ, ଶିରିଷ କାନ୍ତ ପଣ୍ଡା, ସୂଚୀସ୍ମିତା ମହାନ୍ତି, ବିନୋଦ କୁମାର ଦାସ, ମିଡିଆ ସଂଯୋଜକ ମନୋଜ କୁମାର ଦାସ, ସାମାଜିକ ଗଣମାଧ୍ୟମ ସଂଯୋଜକ ଜ୍ୟୋତି ରଂଜନ ରାଉତ, କାର୍ଯ୍ୟକାରୀ ସଭାପତି ତୃପ୍ତି ରଞ୍ଜନ ନାଥ, ରଶ୍ମି ରଞ୍ଜନ ପଟ୍ଟନାଏକ, କାଳୁ ଚରଣ ମହାରଣା, ସୁରେଶ କୁମାର ମହାରଣା, ସୁସ୍ମିତା ଜେନା, ଜିଲ୍ଲା ସଂଯୋଜକ ଜନ୍ମଜୟ ବିଶି, ପ୍ରତିଭା ସାହୁ,କୋଷାଧ୍ୟକ୍ଷ ବିକ୍ରମ ପଧାନ, ଉପଦେଷ୍ଟା ଧିରେନ୍ ପଟ୍ଟାୟକ, ବଙ୍କିମ ଚନ୍ଦ୍ର ସାଗର, ଅଜିତ ନାୟକ, ଲଳିତ କୁମାର ନାୟକ, ଶିବ ଶଙ୍କର ପଣ୍ଡା ପ୍ରମୁଖ ଚୟନ ହୋଇଥିବା ମିଡ଼ିଆ ସଂଯୋଜକ ମନୋଜ କୁମାର ଦାସ କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.