ବୟାଳିଶମୌଜାର ବିଶିଷ୍ଟ ସମାଜସେବୀ ପ୍ରଲୋପ ମହାପାତ୍ର ସମ୍ବର୍ଦ୍ଧିତ

କଟକ ସଦର, (ଶ୍ରୀକାନ୍ତ ବେଉରା): କଟକ ସଦରର ଅଗ୍ରଣୀ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦର ୧୮ତମ ବାର୍ଷିକ ଉତ୍ସବରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

 

ସଭାପତି ପ୍ରତିଭା ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସାରସ୍ବତ ସଭାରେ ବୟାଳିଶମୌଜା ଗୌରବ ପ୍ରଲୋପ ମହାପାତ୍ର, ଦୈତାରୀ ପ୍ରଧାନ, ଶିଶୁ ଚିତ୍ରଶିଳ୍ପୀ ସୟଦ୍ ଅର୍ମନ, ପ୍ରାଧ୍ୟାପକ ବାସୁଦେବ ସ୍ବାଇଁ, ଶିଶୁ ପ୍ରତିଭା ଜ୍ଞାନ ରଂଜନ ଜେନା, ଶିଶୁ ନୃତ୍ୟଶିଳ୍ପୀ ସୃଷ୍ଟି ଦାସ ମହାପାତ୍ର, ଗୁରୁ ଅକ୍ଷୟ ଓଝା, ନୃତ୍ୟଗୁରୁମା’ ରଶ୍ମିତା ଅକ୍ଷୟ ଓଝାଙ୍କ ସହ ବହୁ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

Udyog Nursery
Udyogi Nursery

ସମ୍ପାଦକ ଅଶୋକ ପଟ୍ଟନାୟକ, ନନ୍ଦିଘୋଷ ଟିଭି ପ୍ରଯୋଜକ ସୌଭାଗ୍ୟ ପ୍ରକାଶ ପତି, ନନ୍ଦିଘୋଷ ଟିଭି ଉପସ୍ଥାପକ ଶକ୍ତି ପ୍ରସନ୍ନ ପଟ୍ଟନାୟକ, ଇଂ. ଦୁଷ୍ମନ୍ତ ପାତ୍ର,ସାହିତ୍ୟିକ ଶୁକଦେବ ପରିଡା, ସ୍ତମ୍ଭକାର ଇଂ. ଶ୍ରୀ ସନ୍ନ୍ୟାସୀ, ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ, ଡକ୍ଟର କଲିମୁଲ୍ଲା, ସରୋଜିନୀ ମହାପାତ୍ର, କବି ସରୋଜ ନଳିନୀ ପରିଜା,

ସମାଜସେବୀ ଅଜୟ ବେହେରା, ଇଂ. ବସନ୍ତ ରାଉତ, କଳାକାର ଅଶୋକ ପାତ୍ର, ଶିକ୍ଷୟତ୍ରୀ ପାପୁ ଦାସ,ସୁକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିବାବେଳେ କାର୍ଯ୍ୟକର୍ତ୍ତା କରୋନା ଯୋଦ୍ଧା ଅଭିରାମ ସାହୁ, ପବିତ୍ର ମୋହନ ଓଝା, ବାବା ବାବୁ, ସନ୍ତ ବାବୁ, ପପିନା ବେହେରା, ଜୁଜୁ, ସୂର୍ଯ୍ୟ, ମଣ୍ଟୁ, ରଞ୍ଜନ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.